Connect with us

Hi, what are you looking for?

ଅପରାଧ

ଏସପିଙ୍କ ଘରେ ଭିଜିଲାନସ ଚଢାଉ

ଭୁବନେଶ୍ୱର: ଆୟ ବର୍ହିଭୁର୍ତ୍ତ ସମ୍ପତ୍ତି ଠୁଳ ମାମଲାରେ  ଏସ ପିଙ୍କ ଘରେ ଚଢ଼ାଉ କରିଛି ଭିଜିଲାନସ। ଅତିରିକ୍ତ ଏସ ପି  (କମୁନିକେସନ) ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଆଜି ସକାଳୁ ଏକାଥରେ ୧୧ଟି ସ୍ଥାନରେ ଚଢ଼ାଉ କରିଛି ଭଜିଲାନ୍ସ।  ରସୁଲ ଗଡ଼ରେ ମନୋରମା ଇ ଷ୍ଟେଟ ଫ୍ଲାଟ ନମ୍ବର ୨/୨୫, ନବରଙ୍ଗ ପୁର ଡାବୁଗାଓଁ  ଘରେ, ବଡ଼ଚଣା ଖାଇରାରେ ଥିବା ଶ୍ୱଶୁର ଘରେ,  ଖାଇରାରେ ଥିବା ଫାର୍ମ ହାଉସ,  ଚଣ୍ଡି ଖୋଳରେ ଥିବା ଶାନ୍ତିଲତାଟ୍ରନ୍ସପୋର୍ଟ, ମେଡ଼ିସିନ ଦୋକାନ, ମେଡ଼ିସିନ ତିଆରି  ପ୍ରସ୍ତୁତିକରି ସଂସ୍ଥା, ମଧୂପଟଣା ସ୍ଥିତ ସରକାରୀ ବାସଭବନ ସହିତ ଘରୋଇ ଡ୍ରାଇଭର ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି।  ଏହି ଚଢ଼ାଉରର ୩ଜଣ ଅତିରିକ୍ତ ଏସପି, ୧୦ଡ଼ିଏସପି, ୧୩ ଇନ୍ସପେକ୍ଟର ସାମିଲ ହୋଇଛନ୍ତି।

1.Flat no-2/25, Manorama Estate, Rasulgarh, Bbsr
2.Paternal house located at Village-Dabugaon, Nabarangpur
3.Residential building of Late Pramod Kumar Choudhary (in-law’s house) located at vill-Khaira,PS-Badachana, Dist-Jajpur
4.Farm House namely Shantilata Farm House located at Teligarh, near Khaira, PS-Badachana Dist-Jajpur
5.Shantilata Care and Nursing Home alongwith Medicine shop at Dhanamandal, Chandikhol Bazar
6.Shantilata Transport (first) near Shantilata Care near Chandikhol
7.Shantilata Transport (second) located at Dhanamandal, Chandikhol
8.House of driver of SO Sri Rajiv Mohanty located at Vill-Dalei Ghai,PS-Biridi,Dist-Jagatsinghpur
9.Drug manufacturing unit of Tushar Mishra and Tarun Mishra (sons of SO) located at Mahanadi Vihar,Cuttack
10.Office of SO located at SP,signal, Tulasipur,
Cuttack
11.Govt. quarter at Madhupatna PS campus.
3Addl.SPs,10 DSPs ,13 Inspectors and other staff are engaged in search duty.

Detailed report follows
Regards

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ବର: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  କ୍ୟାବିନେଟ ରେ 12 ବିଭାଗର 17 ଟି ପ୍ରସ୍ତାବ ପାରିତ। ଏ ନେଇ ଗୃହକୁ ଅବଗତି କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।     ଗତକାଲି ତା.୨୯.୧୧.୨୦୨୨ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...