Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଅଶ୍ୱିନୀଙ୍କ ଫୋକସରେ କଟକ, ମନ କି ବାତ କାର୍ଯ୍ୟକ୍ରମରେ ହେବେ ସାମିଲ

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ । ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ *ମନ୍ କି ବାତ୍* କାର୍ଯ୍ୟକ୍ରମର ସିଧାପ୍ରସାରଣକୁ କଟକ ନିକଟସ୍ଥ ବିରିବାଟି ଅନ୍ତର୍ଗତ ପରମହଂସ ଠାରେ ଯୋଗଦାନ କରିବେ |

ମାନ୍ୟବର ରେଳ, ଯୋଗାଯୋଗ ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କର ଦୁଇ ଦିନିଆ ଓଡିଶା ଗସ୍ତରେ ଆସି 27 ଜାନୁୟାରୀ 2024 (ଶନିବାର) ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ |

ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ଅଶ୍ୱିନୀ ବୈଷ୍ଣବ କଟକର ବିରିବାଟି ଅନ୍ତର୍ଗତ ପରମହଂସ ଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ *ମନ୍ କି ବାତ୍* କାର୍ଯ୍ୟକ୍ରମର ସିଧା ପ୍ରସାରଣ କାର୍ଯ୍ୟକ୍ରମରେ ଯୋଗଦେବେ |

ଶ୍ରୀ ବୈଷ୍ଣବ 27 ଏବଂ 28 ଜାନୁୟାରୀ 2024 ରେ କଟକ ଏବଂ ଭୁବନେଶ୍ୱରରେ କିଛି ସ୍ଥାନୀୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ |

Written By

Click to comment

Leave a Reply

Your email address will not be published. Required fields are marked *

You May Also Like