Connect with us

Hi, what are you looking for?

TV

ଏଥର ଯେଉଁଠି ଡ୍ୟୁଟି ସେଇଠି ଭୋଟ୍‌

ଭୁବନେଶ୍ୱର: ଏଥର ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା।
– ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍‌
– ପୋଲିଂ ଦାୟିତ୍ୱରେ ଥିବା ସବୁ ଅଧିକାରୀ, କର୍ମଚାରୀ ସେଇଠି ଭୋଟ୍ ଦେବେ
– ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟଗ୍ରହଣ କେନ୍ଦ୍ର ହେବ
– ୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ୍‌ ଦିବ୍ୟାଙ୍ଗଙ୍କ ପାଇଁ ବି ବ୍ୟବସ୍ଥା
– ଏହି ଦୁଇ ବର୍ଗ ଅସୁସ୍ଥ ହୋଇ ଘରେ ରହୁଥିଲେ, ହୋମ୍‌ ଭୋଟିଂ ବ୍ୟବସ୍ଥା
– ଭୋଟ୍‌ ପାଇଁ ସବୁ ଜିଲ୍ଲାରେ ଇଭିଏମ୍‌ ପହଞ୍ଚି ସାରିଥିବା କହିଲେ ସିଇଓ

Written By

Click to comment

Leave a Reply

Your email address will not be published. Required fields are marked *

You May Also Like