Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କ୍ୟାବିନେଟରୁ ଆସିଲା ବଡ଼ ନିଷ୍ପତ୍ତି, ବଢିଲା ଚାକିରୀ ବୟସ ସୀମା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି। ଚକିରୀ ବୟସ ସୀମାକୁ ରାଜ୍ୟ ସରକାର ବଢାଇଛନ୍ତି। ଚାକିରୀ ବୟସ ସୀମାକୁ ୩୨ ବର୍ଷରୁ ୩୮ବର୍ଷ ବୟସକୁ ବଢାଇଛନ୍ତି। ଏସ ସି ଓ ଏସ ସ ଟି ଏବଂ ମହିଳା କ୍ଷେତ୍ରରେ ଏହି ବୟସ ସୀମାକୁ ଆହୁରି ୫ ବର୍ଷକୁ ବଢାଇଛନ୍ତି। ସର୍ବନିମ୍ନ ବୟସ ସୀମା ୪୮ ବର୍ଷ କୁ ବଢାଯାଇଛି।

ସେହିପରି ଏକ୍ସସାଇଜ ଡ଼ିଏସପି ପଦବୀ ପାଇଁ ଏବେ ଓପିଏସସି ଜରିଆରେ ୪୦ପ୍ରତିଶତ ପୁରଣ ହେବ। ।

ଭୁବନେଶ୍ୱର ଆଇଆଇଟିକୁ ମାଗଣାରେ ୬୧୮ ଏକ ର ଜମି

ଏନ ଆଇ ଫ ଟି କୁ ମଗଣାରେ ଜମି ଦେବାକୁ କୟବିନେଟରେ ନିସ୍ପତି ନେଇଛନ୍ତି ରାଜ୍ୟସରକାର।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ବର: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  କ୍ୟାବିନେଟ ରେ 12 ବିଭାଗର 17 ଟି ପ୍ରସ୍ତାବ ପାରିତ। ଏ ନେଇ ଗୃହକୁ ଅବଗତି କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।     ଗତକାଲି ତା.୨୯.୧୧.୨୦୨୨ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...