Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପ୍ରଦେଶ କଂଗ୍ରେସ ୱାରରୁମ କମିଟି, ରାଜ୍ୟ ସଂଯୋଜକ ହେଲେ ଜିନେଶ ଦାସ

ଭୁବନେଶ୍ୱର ତା. ୧୭.୧- ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ସୁପାରିଶକ୍ରମେ ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଆସନ୍ତା ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରଦେଶ କଂଗ୍ରେସ ୱାରରୁମ ଅଧ୍ୟକ୍ଷ ଭାବରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପଂଚାନନ କାନୁନଗୋଙ୍କୁ ନିଯୁକ୍ତି ଦେଇଛନ୍ତି । କମିଟିରେ ଯୁବ ନେତା ତଥା ଦକ୍ଷ ସଂଗଠକ ଜିନେଶ ଦାସ ସ୍ଥାନ ପାଇଛନ୍ତି। ଅନେକ ସମୟରେ ସେ ଦଳ ପାଇଁ ଗଣମାଧ୍ୟମରେ ଦଳର ସ୍ୱର ଭାବରେ ଭୂମିକା ତୁଲାଇ ଆସିଛନ୍ତି। ସେହିଭଳି ଏହି କମିଟିରେ ଶ୍ରୀ ବିସ୍ମୟ ମହାପାତ୍ର, ଶ୍ରୀ ପ୍ରକାଶ ମିଶ୍ର, ଶ୍ରୀ ସଂଜୟ ତ୍ରିପାଠୀ ଓ ଶ୍ରୀ ତରୁଣକାନ୍ତ ମିଶ୍ର ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like