Connect with us

Hi, what are you looking for?

Uncategorized

ବଢୁଛି ନାରୀ ନିର୍ଯ୍ୟାତନା, ଦିନକୁ 9 ଜଣଙ୍କୁ ଦୁଷ୍କର୍ମ

ଭୁବନେଶ୍ବର: ଗୃହ ବିଭଗର ଖର୍ଚ୍ଚ ଦାବି ଆଲୋଚନା ପୂର୍ବରୁ ରାଜ୍ୟ ସରକାର ଶ୍ଵେତ ପତ୍ର ଜାରି କରିଛନ୍ତି । ରାଜ୍ୟରେ 2021 ଆଇନ ଶୃଙ୍ଖଳା ପରିସ୍ଥିତି ଶନ୍ତିପୂର୍ଣ ରହିଥିଲା।ରାଜ୍ୟ ବିଭନ୍ନ ପ୍ରକାର ସାମ୍ପ୍ରଦାୟିକ ବିଦ୍ୱେଷ ରୁ ମୁକ୍ତ ରହିଛି। ପୋଲିସ ପକ୍ଷରୁ 23 ଥର ଗୁଳି ଚାଳନା କରାଯାଇଥିଲା। ବିଭନ୍ନ ରାଜନୈତିକ ଦଳ ଓ ସମୁଖ୍ୟ ସଙ୍ଗଠନ ଏବଂ ବିଭନ୍ନ ସଂଗଠନ ପକ୍ଷରୁ 164 ଥର ରାସ୍ତା ରୋକ , 18 ଥର ରେଳ ରୋକ, 934 ଥର ଧାରଣା, 519 ଥର ରାଲି, 1152 ଥର ବିକ୍ଷୋଭ, 44 ଥର ଅନଶନ, 66 ଥର ବନ୍ଦ କରିଥିଲେ। ମାଓବାଦୀ ମାନଙ୍କ ସହିତ 21 ଗୁଳି ବିନିମୟରେ ସମେତ 28 ଟି ଘଟଣା ଘଟିଥିଲା। ଯେଉଥିରେ 2 ଜଣମ ସାଧାରଣ ଲୋକ ପ୍ରାଣ ହରାଇଥିଲେ। ଜଣେ ସୁରକ୍ଷା କର୍ମୀ ଶହଦୀ ହୋଇ ଥିଲେ । ମାଓବାଦୀଙ୍କ ମୃତ୍ୟୁ ଘଟିଥିଲା। 36 ଜଣ ଗିରଫ ହୋଇଛନ୍ତି। 21 ଜଣ ଆତ୍ମସମର୍ପଣ କରିଛନ୍ତି। 2021 ମସିହାରେ 1,55,402ଟି ଧର୍ତ୍ତବ୍ୟ ଅପରାଧ ଘଟିଥିଲା। ସେଥିମଧ୍ୟରୁ 1394 ଟି ହତ୍ୟା, 552 ଟି ଡକାୟତି, 2826 ଟିଲୁଣ୍ଠନ, 5133 ସିନ୍ଧି ଚୋରି, 13024 ଟି ଚୋରି, 5138 ଟି ପ୍ରତାରଣା, 2220 ଟି ଦଙ୍ଗା, 3327ଟି ଧର୍ଷଣ, 10983 ଟି ମୋଟର ଯାନ ଦୁର୍ଘଟଣା, ଘଂଟିଥିଲା।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like