Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସରିଲା ଗଣତି, ମିଳିଲା 305କୋଟି ଟଙ୍କା

ଭୁବନେଶ୍ୱର: ଶେଷରେ ମଦ ବ୍ୟବସାୟୀଙ୍କ ଠିକଣାରୁ ମିଳିଥିବା ଟଙ୍କା ଗଣତି ଶେଷ ହୋଇଛି। ମୋଟ ୩୦୫ କୋଟି ଟଙ୍କା ମିଳିଥିବା ଏସ୍‌ବିଆଇ ରିଜିଓନାଲ ମ୍ୟାନେଜର ଭଗତ ବେହେରା କହିଛନ୍ତି।

ବଲାଙ୍ଗିର ସୁଦପଡ଼ା ମଦ ବ୍ୟବସାୟୀଙ୍କ ଠିକଣାରେ ଆୟକର ବିଭାଗର ରେଡ ବେଳେ ବସ୍ତାବସ୍ତା ଟଙ୍କା ମିଳିଥିଲା। ଏହାପରେ ଜବତ ଟଙ୍କାକୁ ବଲାଙ୍ଗିର SBI ମୁଖ୍ୟ ଶାଖାରେ ଗଣତି କରାଯାଇଥିଲା। ପ୍ରାୟ ୨୫ଟି ମେସିନ ଓ ୫୦ କର୍ମଚାରୀ ନିରବଚ୍ଛିନ୍ନ ଭାବେ ଗଣତି କରିଥିଲେ। ଆଉ ୫ ଦିନର ଲଗାତାର ଗଣତି ପରେ ଆଜି ସନ୍ଧ୍ୟାରେ ଗଣତି ଶେଷ ହୋଇଛି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like