Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

24ରେ ବାପାଙ୍କ ଗଡ଼ରେ ଲଢ଼ିବେ ପୁଅ

ଭୁବନେଶ୍ୱର :  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର 2024ରେ ନିର୍ବାଚନ ଲଢ଼ିବେ ନାହିଁ। ବାଲାଙ୍ଗୀରରେ ୫ଟି କର୍ମୀ ସମ୍ମିଳନୀ ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମୀ ସମ୍ମିଳନୀରର   ନରସିଂହ  ମିଶ୍ର  ନିର୍ବାଚନ ଲଢ଼ିବାକୁ  ଅନୁରୋଧ କରିଥିଲେ. ହେଲେ ନରସିଂହ  ସିଧା  ମନ କରିଥିଲେ। ନରସିଂହ ସ୍ଥାନରେ ତାଙ୍କ ସାନ ପୁଅ ନିର୍ବାଚନ ଲଢ଼ିବାକୁ  ନିଷ୍ପତି ହୋଇଥିଲା  ଏହି ନିଷ୍ପତିକୁ AICC କୁ ଜଣାଇ ଦିଆଯାଇଛି। ଏଆଇସିସି ଯାହା ନିଷ୍ପତି ନେବେ  ବୋଲି କହିଛନ୍ତି ନରସିଂହ।

ନରସିଂହ ମିଶ୍ରଙ୍କ ସାନ ପୁଅ   ସମରେନ୍ଦ୍ର ମିଶ୍ର   2019ରେ କଂଗ୍ରେସ ଟିକେଟରେ  ବଲିଙ୍ଗୀରରୁ   ଲୋକସଭା ପ୍ରାଥୀ ହୋଇଥିଲେ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like